Dewaana Heli Toh Pain Song Details
Dewaana Heli Toh Pain is and Odia album released in 2018. There is one song in Dewaana Heli Toh Pain. The song was composed by Binayak Gouda, a talented musician. Singer of this song is Humane Sagar.
Dewaana Heli Toh Pain Lyrics in Odia
ଦିୱାନା ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
ଦିୱାନା ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
କହିଦେ ତୁ ମତେ love you
ଆୱାର ହେଲି ତୋ ପାଇଁ
ବଂଜାରା ହେଲି ତୋ ପାଇଁ
କହିଦେ ତୁ ମତେ, "love you"
ନିଶ୍ବାସରେ ରହିଲୁ
ଅତି ନିଜର ହେଇ
ତୋ ବିନା ଏ ଜୀବନ
ଚାଲୁ ଚାଲୁ ଯାଏ ରହି
ହଁ, ତୋ ବିନା
ରହି ପାରେନା
ହଁ, ତୋ ବିନା
ରହି ପାରେନା
ରହି ପାରେନା
ଦିୱାନା ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
କହିଦେ ତୁ ମତେ, "love you"
ତୋ ଚାଲିବା ବାଟେ
ମୋ ଛାଇ ତୋ ସାଥେ
ମୋ ଛାଇ ତୋ ସାଥେ
ତୋ କହିବା କଥା
ମୋ ମନକୁ ଛୁଏଁ
ମୋ ମନକୁ ଛୁଏଁ
ତୋ ବିନା କାହିଁକି ଜାନା
ଜମାରୁ ଭଲ ଲାଗେନା
ତୁ ଥିଲେ ପାଖରେ ମୋର
ଭୁଲେ ମୁଁ ସାରା ଦୁନିଆ
ଦିୱାନା ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
କହିଦେ ତୁ ମତେ, "love you"
ତୋ ହସରେ ହସେ
ଏ ସରମି ଜହ୍ନ
ଏ ସରମି ଜହ୍ନ
ତୁ ରୁଷିଲେ ରୁଷେ
ଏ ମିଠା ପବନ
ଏ ମିଠା ପବନ
ସପନ ଆଖିକୁ ଜମା
ଆସେନା କାଇଁ ତୋ ବିନା
ଯେତେ ବୁଝେଇଲେ ଏଇ
ଅବୁଝା ମନ ବୁଝେନା
ଦିୱାନା ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
ଦିୱାନା ହେଲି ତୋ ପାଇଁ
ପାଗଳ ହେଲି ତୋ ପାଇଁ
କହିଦେ ତୁ ମତେ, "love you"
କହିଦେ ତୁ ମତେ, "love you"
କହିଦେ ତୁ ମତେ, "love you"